ଇଥିଓପିଆରେ ଭୟଙ୍କର ଭୂସ୍ଖଳନ: ୫୦, ମୃତ, ୧୨୫ ନିଖୋଜ ଆଡିସ୍ ଆବାବା,୧୩।୩: ଇଥିଓପିଆର ଦକ୍ଷିଣ ଭାଗରେ ସପ୍ତାହେ ଧରି ପ୍ରବଳ ବର୍ଷା ଫଳରେ ୩ ଜିଲାରେ ଭୂସ୍ଖଳନ ଯୋଗୁ ଅନୂ୍ୟନ ୫୦ ଜଣଙ୍କ ମୃତ୍ୟୁ ଘଟିବା ସହ ୧୨୫ ଜଣ ନିଖୋଜ ଅଛନ୍ତି। ଗାମୋ ଜୋନ୍ରେ ହୋଇଥିବା ଭୂସ୍ଖଳନରେ ଗାଚୋ ବାବା,…