ଦକ୍ଷିଣ ଆଫ୍ରିକାର ବିଜୟ ପାଇଁ ସାରା ଦେଶରେ କରାଯାଉଛି ପ୍ରାର୍ଥନା! ଏମିତି ହେଲେ କ’ଣ ହେବ? ଚମକାଇ ଦେଉଛି ସମୀକରଣ ନୂଆଦିଲ୍ଲୀ,୨୬।୨: ଦକ୍ଷିଣ ଆଫ୍ରିକା ଭାରତୀୟ କ୍ରିକେଟ ଦଳର ସେମିଫାଇନାଲ ସ୍ଥାନର ଚାବିକାଠି ଧରିଛି। ଗୁରୁବାର, ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି। ଏହି ମ୍ୟାଚ ଭାରତୀୟ…