ଦକ୍ଷିଣ ଆଫ୍ରିକା କୋଚଙ୍କ ମନ୍ତବ୍ୟକୁ ନେଇ ବିବାଦ ପରେ, ‘ବାଉନା’ କଥା ଉଠାଇଲେ ବାଭୁମା ନୂଆଦିଲ୍ଲୀ,୨୬ା୧୧: ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ବୁଧବାର କୋଚ୍ ଶୁକ୍ରୀ କନରାଡଙ୍କ ବିବାଦୀୟ ମନ୍ତବ୍ୟକୁ ଅଧିକ ଗୁରୁତ୍ୱ ନ ଦେଇ କହିଛନ୍ତି ଯେ କୋଚ୍ ନିଜ ମନ୍ତବ୍ୟକୁ ନିଶ୍ଚିତ ଭାବେ ସମୀକ୍ଷା କରିବେ। କନରାଡ୍ କହିଥିଲେ ଯେ ସେ...