ସୌରଭ ଗାଙ୍ଗୁଲିଙ୍କ କାରକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବଞ୍ଚିଗଲେ ପୂର୍ବତନ କ୍ରିକେଟର କୋଲକାତା,୨୧।୨: ଗୁରୁବାର ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌରଭ ଗାଙ୍ଗୁଲି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ବର୍ଧବାନ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଦାନ୍ତନପୁର ନିକଟରେ ହଠାତ୍ ଏକ ଟ୍ରକ…