ଦଳାଚକଟା ପରେ ତତ୍ପର ସରକାର: ବରିଷ୍ଠ ଅଧିକାରୀଙ୍କୁ ପୋଲିସ ପରିଚାଳନା ଦାୟିତ୍ୱ କଟକ, ୨୯ା୬: ରାଜ୍ୟ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ନିର୍ଦ୍ଦେଶନାମାରେ ଏଡିଜି (ADG) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ ପରିଚାଳନାର ନୂଆ ଦାୟିତ୍ୱ ଦିଆଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ। ଏହି ନିଷ୍ପତ୍ତି ଶରଧାବାଲିରେ...