solar water pump

ଦେଢ଼ ବର୍ଷ ହେଲା ଅଚଳ ହୋଇପଡ଼ିଛି ସୋଲାର ପାଣି ପମ୍ପ୍‌, ପାନୀୟ ଜଳ ପାଇଁ ପଡ଼ାବାସୀ ହନ୍ତସନ୍ତ

କେସିଙ୍ଗା,୧୪ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେଙ୍ଗାଲି ଗ୍ରାମ ନୂଆପଡ଼ାଠାରେ ଗତ ୨୦୨୧-୨୨ରେ ସୋଲାର ଚାଳିତ ପାଣି ପମ୍ପ ନିର୍ମାଣ…

5 months ago