ବେକରେ ସାପ ଝୁଲାଇ ବଜାରରେ ବୁଲୁଥିଲେ ଯୁବକ, ଏପରି ଅବସ୍ଥା ହେଲାଯେ… ଭଦ୍ରକ,୮ା୧: ଭଦ୍ରକ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ, ବନ୍ତ ଅଞ୍ଚଳର ଜଣେ ଯୁବକ ବେକରେ ସାପ ଧରି ବଜାରରେ ବୁଲୁଥିବା ଦେଖାଯାଇଥିଲା । ଫୁଲ ମାଳ ଭଳି ଯୁବକ ଜଣକ ବେକରେ…