ହଠାତ୍ ନିଦରୁ ଉଠିଗଲେ ହୁଏ କି ହାର୍ଟଆଟାକ୍? ଡାକ୍ତର ଦେଲେ ଏହି ସଠିକ୍ ଉତ୍ତର… ହଠାତ୍ ନିଦରୁ ଉଠିବା ପରେ କ’ଣ ହାର୍ଟ୍ଆଟାକ୍ ହୁଏ କି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରେ। ତେବେ ଗାଜିଆବାଦର ଏକ ହସ୍ପିଟାଲର ମେଡିସିନ ଏବଂ ଜେନେରାଲ ଫିଜିସିଆନ ଡକ୍ଟର କହିଛନ୍ତି, ନିଦ ଆମ ଶରୀର ପାଇଁ...