ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉଜାଡ଼ିଦେଲା ଏହି ପରିବାରର ସ୍ବପ୍ନ! ଏକାଥରେ ଭଉଣୀ ଭାଇ… ଅହମଦାବାଦ,୧୨।୬: ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଉଦୟପୁର ମଧ୍ୟ ଥରହର ହୋଇଯାଇଛି। ବିମାନରେ ଉଦୟପୁରର ଚାରି ଜଣ ସ୍ଥାନୀୟ ଲୋକ ଥିଲେ। ଉଦୟପୁର ମାର୍ବଲ ବ୍ୟବସାୟୀ ପିଙ୍କୁ ମୋଦିଙ୍କ ୨୪ ବର୍ଷୀୟ ପୁଅ ଶୁଭ ଏବଂ ୨୨ ବର୍ଷୀୟ...