Tag Archives: sister

ମୋ’ ଭଉଣୀକୁ କେହି ଅପମାନିତ କଲେ ବୁଲିବ ସୁଦର୍ଶନ ଚକ୍ର, ଜାଣନ୍ତୁ କାହିଁକି ଏମିତି କହିଲେ ଭାଇ ତେଜପ୍ରତାପ

ପାଟ୍‌ନା,୧୬ା୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଘର ଏବଂ ଦଳ ଛାଡ଼ିବା ବିଷୟରେ ବୟାନ ପରେ ଭାଇ ତେଜପ୍ରତାପ ଯାଦବ ଏବେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ ପ୍ରଚଣ୍ଡ ରାଗିଯାଇଛନ୍ତି। ସେ କହିଛନ୍ତି ଯେ,...

ଗଣେଶ ଭସାଣି ଦେଖିବାକୁ ଭଉଣୀ ଘରକୁ ଆସିଥିଲେ ନାବାଳିକା, ଉଠାଇ ନେଇ କାର୍‌ ଭିତରେ ବଳାତ୍କାର କଲେ ଯୁବକ, ଚିତ୍କାର କରିବାରୁ…

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ...

ଭଉଣୀଙ୍କୁ ହତ୍ୟା କରିବା ପରେ ଡାକ୍ତରଖାନା ଆଣିଥିଲେ ହତ୍ୟାକାରୀ ଭାଇ, ହେଲେ…

ବଣାଇଁ,୯ା୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା।  ଏଥିରେ ବିଜୟଙ୍କ ବଡ଼ବାପା ଝିଅ...

ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ଭଉଣୀ-ଭାଇ

ନୟାଗଡ଼,୬ା୬(ଲୋକନାଥ ମିଶ୍ର): କୁସୁମୀ ନଦୀରେ ବୁଡ଼ି ଗୁରୁବାର ପୂର୍ବାହ୍ନରେ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ଏଭଳି ଅଘଟଣ ନୟାଗଡ଼ ଜିଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ ଘଟିଛି। ବାଉଁଶିଆପଡ଼ା ଗାଁର ଦୁତିକୃଷ୍ଣ ସେଠୀଙ୍କ ଝିଅ ପୁଅ ଅନ୍ୟ ଜଣେ ନାବାଳକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri