ବ୍ଲକ୍ ହେବ ୩୦ ହଜାରରୁ ଅଧିକ ମୋବାଇଲ ନମ଼୍ବର ନୂଆଦିଲ୍ଲୀ, ୧୯।୬: ଅନ୍ଲାଇନ୍ ସହ ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଡିଜିଟାଲ୍ ଠକମାନେ ଲାଗିପଡ଼ିଛନ୍ତି । ପାର୍ସଲ ଠାରୁ ଆରମ୍ଭ କରି ବିଜୁଳି ବିଲ୍ ପର୍ଯ୍ୟନ୍ତ ସମସ୍ତ ଉପାୟ ପ୍ରୟୋଗ କରି ଲୋକଙ୍କୁ ଠକି ପଇସା ଲୁଟୁଛନ୍ତି । ବିଜୁଳି ବିଲ୍…