ଗୋଟିଏ ଦିନରେ ୧୭ହଜାର କମିଗଲା ରୂପା, ସୁନା ହେଲା ଆହୁରି ଶସ୍ତା!
ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପରେ ପ୍ରଥମ ଥର ପାଇଁ ରାଜଧାନୀରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନା ମୂଲ୍ୟ 6,800 ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପା ମୂଲ୍ୟ 17,000 ରୁ ଅଧିକ ହ୍ରାସ ପାଇଛି।…


