ଶୁବମନ ଗିଲ୍ ଦ୍ୱିତୀୟ ଟେଷ୍ଟରୁ ବାଦ୍: ମୁମ୍ବାଇରେ କରିବେ ବିଶେଷ ଚିକିତ୍ସା ନୂଆଦିଲ୍ଲୀ,୨୧ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରୁ ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ବାଦ୍ ପଡ଼ିଛନ୍ତି। ଗିଲ୍ ବେକରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ବିସିସିଆଇ ତାଙ୍କୁ ଦଳରୁ ମୁକ୍ତ କରିଛି। ଆହତ ସମସ୍ୟା ଉପରେ ଅଧିକ...