ବିରିଡିହାରେ ରାମନବମୀ ଆନନ୍ଦପୁର,୬ା୪: ବିରିଡିହା ଗ୍ରାମରେ ରବିବାର ଶ୍ରୀରାମ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରବିବାର ସକାଳେ ସମସ୍ତେ ଏକତ୍ରିତ ହୋଇ ବିରାଟ ବାଇକ୍ ଶୋଭାଯାତ୍ରାରେ ନିକଟସ୍ଥ ନଦl ପୋଖରୀରେ କଳସ ବୁଡ଼ାଇ ଶୋଭାଯାତ୍ରାରେ ରାମନବମୀ ମନ୍ଦିରରେ ପହଞ୍ଚି କଳସ…