ଆଜି ଶ୍ରାବଣ ପ୍ରଥମ ସୋମବାର, ଶୈବପୀଠରେ ପ୍ରବଳ ଭିଡ଼
ଭୁବନେଶ୍ୱର,୧୪ା୭: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ଏନେଇ ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, କପିଳାସ ଭଦ୍ରକର ଆରଡ଼ି ଏବଂ କଟକର…


