ଏପ୍ରିଲରେ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ‘ଶିଶୁ ବାଟିକା’
ଭୁବନେଶ୍ୱର,୫ା୩: ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଜାତୀୟ ଶିକ୍ଷା ନୀତି (NEP)-୨୦୨୦ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ସ୍ୱରୂପ, ଓଡ଼ିଶା ସରକାର ୨ ଏପ୍ରିଲ୍, ୨୦୨୫ରେ ସମସ୍ତ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଏବଂ ‘ଖାଦି ଛୁଆଣ’ ଶୀର୍ଷକ ଏକ ଅଭିଯାନ...


