ଏହି ଅଭିନେତା ପ୍ରଥମରୁ କରିଥିଲେ Shefali Jariwalaଙ୍କ ମୃତ୍ୟୁର ଭବିଷ୍ୟବାଣୀ, Video ଭାଇରାଲ ପରେ… ମୁମ୍ବାଇ: ଟେଲିଭିଜନ ତଥା ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲାଙ୍କ ମୃତ୍ୟୁ ଖବରକୁ ଏଯାଏ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ମାତ୍ର ୪୨ ବର୍ଷ ବୟସରେ ହୃଦଘାତରେ ଚାଲିଯାଇଛି ତାଙ୍କ ଜୀବନ। ତାଙ୍କର ଆକସ୍ମିକ ନିଧନ ଦିନଯାକ ଚର୍ଚ୍ଚାର ବିଷୟ ପାଲଟିଥିବା...