ଟ୍ରମ୍ପଙ୍କ ଦେଶରେ ଏତେ ବଡ଼କଥା କହିଦେଲେ ଥରୁର, ଆମେରିକାରେ ଚହଳ!
ନୂଆଦିଲ୍ଲୀ, ୨୫।୫: କଂଗ୍ରେସ ଏମପି ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ଆମେରିକା ସମେତ ପାଞ୍ଚଟି ଦେଶରେ ଭାରତର ଆତଙ୍କବାଦ ବିରୋଧୀ ନୀତି ଏବଂ ଦୃଢ଼ ଆଭିମୁଖ୍ୟକୁ ବିଶ୍ୱ ସମୁଦାୟ ଆଗରେ ଉପସ୍ଥାପନ କରିବା ପାଇଁ ଗସ୍ତ କରୁଛନ୍ତି।…
ମୁଁ ପଛକୁ ହଟିବି ନାହିଁ…ମୋଦିଙ୍କଠାରୁ ବଡ଼ ଦାୟିତ୍ୱ ମିଳିବା ପରେ କାହିଁକି ଏମିତି କହିଳେ ଶଶି ଥରୁର
ନୂଆଦିଲ୍ଲୀ,୧୭।୫: ଅପରେଶନ ସିନ୍ଦୁର ପରେ ମଧ୍ୟ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ଏବେ ଭାରତର ୭ଟି ପ୍ରତିନିଧିମଣ୍ଡଳୀ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ। ଏଥିରେ ବରିଷ୍ଠ କଂଗ୍ରେସ…
ଶଶି ଥରୁରଙ୍କୁ ଦାୟିତ୍ୱ ଦେଇ ବଡ଼ ଗେମ୍ ଖେଳିଦେଲେ ମୋଦି: ଏବେ ପାକିସ୍ତାନ ପାଇବ ପାନେ
ନୂଆଦିଲ୍ଲୀ,୧୭।୫: ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଛି। ଅପରେଶନ ସିନ୍ଦୂର ପରେ, ଭାରତର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳ ଏହି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟକ୍ରମ…
ଭାଜପାରେ ଯୋଗଦେବେ ଶଶି ଥରୁର! ଫଟୋ ଶେୟାର କରି ବୈଜୟନ୍ତ ପଣ୍ଡା କହିଲେ, ଶେଷରେ…
ଥିରୁଭାନନ୍ତପୁରମ,୨୨।୩: ଥିରୁଭାନନ୍ତପୁରମର କଂଗ୍ରେସ ଏମ୍ପି ଶଶି ଥରୁର ଗତ କିଛି ଦିନ ଧରି ମୋଦି ସରକାରଙ୍କୁ ପ୍ରଶଂସା କରିଆସୁଛନ୍ତି। ସେ ଏପରି ଅନେକ ବକ୍ତବ୍ୟ ଦେଇଥିଲେ ଯାହା ଦଳୀୟ ଲାଇନ ବିରୋଧରେ ଥିଲା। ସେ ଏହା ବିଷୟରେ ଦୁଃଖ ମଧ୍ୟ ପ୍ରକାଶ…
‘ଭାରତର ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ…’: ଏହି ପ୍ରସଙ୍ଗରେ ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର
ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର ଭୁଲ ହୋଇଥିଲା ଏବଂ ସେ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ…
ଶେଷ ହୋଇଗଲାକି କଂଗ୍ରେସ ସହ ମତଭେଦ?ଖାର୍ଗେ-ରାହୁଲଙ୍କ ସହ ଫଟୋରେ ନଜର ଆସିଲେ ଶଶି ଥରୁର
ନୂଆଦିଲ୍ଲୀ,୨୮।୨: ଗତ କିଛି ଦିନ ଧରି ବରିଷ୍ଠ କଂଗ୍ରେସ ନେତା ତଥା ତିରୁବନନ୍ତପୁରମ୍ ଏମ୍ପି ଶଶି ଥରୁର୍ ଦଳ ଉପରେ କ୍ଷୁବ୍ଧ ନଜର ଆସୁଥିଲେ। ଦଳରେ ତାଙ୍କୁ ଅଣଦେଖା କରୁଥିବା ସେ ଅନୁଭବ କରୁଥିବା କହିଥିଲେ। ହେଲେ ଏବେ ଏଭଳି ଏକ…
ଭାଜପାରେ ସାମିଲ ହେବେ ଶଶି ଥରୁର? ଶେଷରେ ସ୍ପଷ୍ଟ କଲେ କଂଗ୍ରେସ ନେତା, ରାଜନୀତିରେ ଚର୍ଚ୍ଚା
ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଏବଂ ଶଶି ଥରୁରଙ୍କ ମଧ୍ୟରେ ବିବାଦ ରହିଛି। ସେ କଂଗ୍ରେସରେ ତାଙ୍କର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ରାହୁଲ ଏବଂ ଶଶି ଥରୁରଙ୍କ ଅସନ୍ତୋଷ ସାର୍ବଜନୀନ ହୋଇଗଲାଣି। ଏବେ କୁହାଯାଉଛି ଯେ ରାହୁଲ ଗାନ୍ଧୀ ଶଶି ଥରୁରଙ୍କୁ ସାଇଡ୍…
‘ମୋ ପାଇଁ ସେ ପିଲା ପରି’; ମହୁଆ ମୋଇତ୍ରାଙ୍କ ସହିତ ଫଟୋ ଭାଇରଲ ହେବା ପରେ ରାଗିଲେ ଶଶୀ ଥରୁର, କହିଲେ…
ନୂଆଦିଲ୍ଲୀ, ୨୩।୧୦ : ତୃଣମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରାଙ୍କ ଫଟୋ ଭାଇରଲ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଏମପି ଶଶୀ ଥରୁର। ଏହାକୁ ଅତ୍ୟନ୍ତ ନିମ୍ନ ସ୍ତରର ରାଜନୀତି ବୋଲି କହିଛନ୍ତି। ଥରୁର କହିଛନ୍ତି ଯେ…
Archives


