Tag Archives: shahid-afridi

ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାହିଦ ଆଫ୍ରିଦ: ଯଦି ବନ୍ଦ କରିବାର ଅଛି, ତେବେ ସବୁ କର

ଇସଲାମାବାଦ୍‌,୨୮।୪:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ବିସିସିଆଇ ପାକିସ୍ତାନ କ୍ରିକେଟ ଦଳ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛି। କିଛି ଦିନ ପୂର୍ବରୁ…

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଶାହିଦ ଆଫ୍ରିଦି ବିବାଦୀୟ ବୟାନ ଦେଇଛନ୍ତି।…

IND vs PAK:ଭାରତ ଅପେକ୍ଷା ପାକିସ୍ତାନ ଦୁର୍ବଳ…ମହାମୁକାବିଲା ପୂର୍ବରୁ ଏମିତି କହିଦେଲେ ପାକିସ୍ତାନ କିମ୍ବଦନ୍ତୀ

ଦୁବାଇ,୨୨।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ମ୍ୟାଚ ପୂର୍ବରୁ ସରକାରୀ ପ୍ରସାରକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ଶାହିଦ ଆଫ୍ରିଦି, ଯୁବରାଜ ସିଂହ,…

ଲାଇଭ୍‌ ଶୋ’ରେ ପିସିବି ଅଧ୍ୟକ୍ଷଙ୍କ ଉପରେ ରାଗିଗଲେ ଶାହିଦ ଆଫ୍ରିଦି, କହିଦେଲେ ଏମିତି କଥା…

ଇସଲାମାବାଦ, ୧।୧୧: ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ସମାଲୋଚନାର ଶିକାର ହେଉଛି ପାକିସ୍ତାନ କ୍ରିକେଟ ଟିମ୍‌। ଏଭଳି ସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜାକା ଅଶରଫ ଅଧିନାୟକ ବାବର ଆଜମଙ୍କ ସହ ହ୍ବାଟ୍ସଆପ୍‌ ଚାଟ୍‌କୁ ଭାଇରାଲ କରିଥିଲେ। ଏହାପରେ ପାକିସ୍ତାନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri