ପାକିସ୍ତାନରେ ପ୍ରତିଦିନ ୧୨ ଶିଶୁ ହେଉଛନ୍ତି ଯୌନ ହିଂସାର ଶିକାର, ୫ ବର୍ଷରେ ୨୨ ହଜାର ମାମଲା ଇସଲାମାବାଦ,୯।୯: ପାକିସ୍ତାନରେ ଶିଶୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଯୌନ ହିଂସା ମାମଲା ଉପରେ ପ୍ରମୁଖ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀଗୁଡ଼ିକ ଚିନ୍ତା ପ୍ରକାଶ କରିଛନ୍ତି। ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସମ୍ପୂର୍ଣ୍ଣ ବିଫଳତା ବୋଲି କହିଛି। ଭଏସ ଅଫ ପାକିସ୍ତାନ...