ନବମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା, ଶିକ୍ଷକଙ୍କ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ନୂଆଦିଲ୍ଲୀ,୭।୭: ଆସାମର ତିନସୁକିଆ ଜିଲାରେ ଜଣେ ନବମ ଶ୍ରେଣୀର ଛାତ୍ରୀ ଜୁନ୍ ମାସରେ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ଜୁଲାଇ ୬ ତାରିଖରେ ସେ ଦ୍ୱିତୀୟବାର ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି...