ଆଗକୁ ଭୟଙ୍କର ହେବ ଶୀତ! ଏହି ସବୁ ରାଜ୍ୟକୁ ଜାରି କରାଗଲା ଚେତାବନୀ ନୂଆଦିଲ୍ଲୀ,୧୮।୧୧: ଉତ୍ତର ଭାରତରେ ଶୀତଳ ଲହରୀ ଆରମ୍ଭ ହୋଇଥିବାବେଳେ, ଦକ୍ଷିଣ ଭାରତରେ ବର୍ଷା ଏବଂ ଝଡ଼ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରିଛି।...