PMO Seva Teerth: ସରକାରଙ୍କ ବଡ଼ ନିଷ୍ପତ୍ତି, ବଦଳିଲା PMOର ନାମ ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ସେବା ତୀର୍ଥ ରଖାଯାଇଛି। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୁବ ଶୀଘ୍ର ଏକ ନୂତନ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ ହେବ ବୋଲି ସୂଚନା ମିଳିଛି। ଏହି କୋଠାର ନାମ ସେବା ତୀର୍ଥ...