ରାଜଧାନୀରେ ସିରିଜ୍ ଦୁର୍ଘଟଣା: ସରକାରୀ କ୍ୱାର୍ଟର ଗେଟ୍ ଭାଙ୍ଗି ପଶିଗଲା କାର୍, ଚାଳକ ଅଟକ ଭୁବନେଶ୍ୱର,୧ା୬: ରାଜଧାନୀ ଭୁବନେଶ୍ୱରରେ ରବିବାର ସିରିଜ ଦୁର୍ଘଟଣା ଘଟିଛି। ୟୁନିଟ-୨ ପେଟ୍ରୋଲ ପମ୍ପ୍ ନିକଟରେ ଏକ ଅଟୋ ସହ ୨ଟି କାର୍ ପଛକୁ ପଛ ପିଟି ହୋଇଯାଇଥିଲା। ଫଳରେ ପରେ କାର୍ଟି ଏକ ସରକାରୀ କ୍ବାର୍ଟର ଗେଟ୍ ଭାଙ୍ଗି ଘର ଭିତରକୁ…