ମୋଦି କ୍ୟାବିନେଟର ବଡ଼ ଘୋଷଣା: ୟୁପି ହାତରେ ଲାଗିବ ସେମିକଣ୍ଡକ୍ଟର ୟୁନିଟ, ୨୦୦୦ଲୋକଙ୍କୁ ମିଳିବ ରୋଜଗାର ନୂଆଦିଲ୍ଲୀ,୧୪।୫: ମୋଦି ସରକାର ଉତ୍ତର ପ୍ରଦେଶର ଜେୱରରେ ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଛନ୍ତି। ଏହା ଭାରତର ଷଷ୍ଠ ସେମିକଣ୍ଡକ୍ଟର ୟୁନିଟ ହେବ। କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ କହିବାକୁ ଯାଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି...