“ଭାରତ ମାତାଙ୍କୁ ବିକ୍ରି କରିବାକୁ ଲାଜ ଲାଗୁନି ?” କେନ୍ଦ୍ରକୁ ରାହୁଲଙ୍କ କଡ଼ା ପ୍ରଶ୍ନ ନୂଆଦିଲ୍ଲୀ,୧୧।୨: ଆମେରିକା ସହ ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଲୋକସଭାରେ ନିଜର ବକ୍ତବ୍ୟ ରଖି ରାହୁଲ କହିଛନ୍ତି ଯେ, ସରକାର ଦେଶର ସ୍ୱାର୍ଥକୁ ବଳି ଦେଇ ଭାରତକୁ “ବିକ୍ରି” କରିଦେଇଛନ୍ତି। ଆମେରିକୀୟ…