ଆମର ସବୁଠାରୁ ବଡ଼ ଶତ୍ରୁ ହେଉଛି ଅନ୍ୟ ଦେଶ ଉପରେ ନିର୍ଭରଶୀଳତା, ଆତ୍ମନିର୍ଭର ଭାରତ ହେଉଛି ୧୦୦ସମସ୍ୟାର ଉପଚାର: ମୋଦି ଭାବନଗର,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଗୁଜରାଟ ଗସ୍ତରେ ଅଛନ୍ତି। ସେ ଶନିବାର ଗୁଜରାଟର ଭାବନଗରରେ ଏକ ରୋଡ ଶୋ’ କରିଥିଲେ। ରୋଡ ଶୋ’ ପାଇଁ ଭିଡ଼ ଜମା ହୋଇଥିଲା। ପ୍ରକୃତରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ ବିମାନବନ୍ଦରରୁ ଆରମ୍ଭ…