Tag Archives: Sekh hasina

ହାସିନାଙ୍କ ମନ୍ତବ୍ୟ: ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବାଂଲାଦେଶର ସମନ

ଢାକା,୧୬ା୧୨: ବାଂଲାଦେଶରେ ଗତ ଅଗଷ୍ଟରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତକୁ ପଳାୟନ କରିଥିବା ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା(୭୮)ଙ୍କୁ ନଭେମ୍ବରରେ ସେଠାକାର ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ମାନବତା ବିରୋଧରେ ଅପରାଧ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାର…

‘ଆଲ୍ଲା ଦେଇଛନ୍ତି ଜୀବନ, ମୃତ୍ୟୁ ସେ ହିଁ ଦେବେ…’, ICTର ନିଷ୍ପତ୍ତି ପୂର୍ବରୁ କ’ଣ କହିଲେ ହାସିନା? ଜାଣନ୍ତୁ…

ଢାକା,୧୭।୧୧: ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT) ରାୟ ଆସିବା ପୂର୍ବରୁ, ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ସମର୍ଥକମାନଙ୍କୁ ପଠାଯାଇଥିବା ଏକ ଅଡିଓ କ୍ଲିପରେ ଏକ ଭାବପ୍ରବଣ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ‘ଆଲ୍ଲା ମୋତେ ଜୀବନ ଦେଇଛନ୍ତି, ଏବଂ…

ସ୍ପଷ୍ଟ କଲେ ହସିନା, ଏହିଦିନ ଫେରିବେ ବାଂଲାଦେଶ! କହିଲେ ଏମିତି କଥା

ଢାକା,୧୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ ବାଂଲାଦେଶରେ ଚାଲିଥିବା ଅସ୍ଥିରତା, ଆୱାମୀ ଲିଗ ଉପରେ ପ୍ରତିବନ୍ଧକ ଏବଂ ଦେଶରେ ଏକ ଅନିର୍ବାଚିତ, ଉଗ୍ରବାଦୀ-ସମର୍ଥିତ ଶାସନର ଉତ୍ଥାନକୁ…

ୟୁନୁସ ନୁହେଁ କି, ଖାଲିଦା ଜିଆ ନୁହେଁ, ହାସିନାଙ୍କୁ ପଛରୁ ଛୁରି ମାରିଥିଲେ ତାଙ୍କର ଅତି ନିକଟତମ, ଆମରିକା ରଚିଥିଲା ଷଡ଼ଯନ୍ତ୍ର

ଢାକା,୩।୧୧: ବାଂଲାଦେଶର ରାଜନୀତି ବର୍ତ୍ତମାନ ସରଗରମ। ଗଣମାଧ୍ୟମ ରିପୋର୍ଟ ଏବଂ ସୋସିଆଲ ମିଡିଆରେ ସାମରିକ ବିଦ୍ରୋହର ଗୁଜବ ମଧ୍ୟରେ, ଉନ୍ମୋଚନ ହେବାକୁ ଥିବା ଏକ ପୁସ୍ତକ ରାଜନୈତିକ ଝଡ଼ ସୃଷ୍ଟି କରିଛି। ପୁସ୍ତକଟି ଦାବି କରିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ…

ବାଂଲାଦେଶରେ ଆରମ୍ଭ ହେଲା ଆମେରିକାର ଖେଳ? US ଆର୍ମି ଅଫିସରଙ୍କ ମୃତଦେହ ମିଳିବା ପରେ ଉଠୁଛି ପ୍ରଶ୍ନ

ଢାକା,୫।୯: ବାଂଲାଦେଶରେ ବିଦ୍ରୋହ ପୂର୍ବରୁ ଶେଖ ହସିନା ଅଭିଯୋଗ କରିଥିଲେ ଯେ ଆମେରିକା ଏକ ବେସ୍‌ ଚାହୁଁଥିଲା। ତାଙ୍କ ବିଦ୍ରୋହ ପରେ ମଧ୍ୟ ଅନେକ ଅଭିଯୋଗ ଆସିଛି ଯେ ୟୁନୁସଙ୍କ ଆଗମନ ପରେ ବାଂଲାଦେଶରେ ଆମେରିକାର ହସ୍ତକ୍ଷେପ ବୃଦ୍ଧି ପାଇଛି। ଏବେ…

ବିପଦରେ ପଡ଼ିବ ବନ୍ଧୁତା, ହାସିନାଙ୍କ ବିବୃତ୍ତି ପରେ ଭାରତକୁ ଚେତାବନୀ ଦେଲା ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୧୪ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏକ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ନିକଟରେ ଦେଇଥିବା ବିବୃତ୍ତିକୁ ଦର୍ଶାଇ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତୀୟ ଉଚ୍ଚ କମିଶନରଙ୍କୁ ଏକ…

ଶେଖ ହସିନାଙ୍କୁ ପଦରୁ ହଟାଇବାକୁ ଏକଜୁଟ ହେଲେ ବିରୋଧୀ

ଢାକା,୨୮।୧୦: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଆସନ୍ତା ବର୍ଷ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଏକ ଦଳହୀନ କାର୍ଯ୍ୟନିର୍ବାହୀ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହି ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri