Tag Archives: Seema Haider

Youtubeରେ ମାତ୍ର ୫ ମିନିଟ୍‌ର ଭିଡିଓର କେତେ ଟଙ୍କା ରୋଜଗାର କରନ୍ତି ସୀମା ହାଇଦର: ଜାଣିଲେ ଉଡ଼ିଯିବ ହୋଶ୍‌

ପାକିସ୍ତାନରେ ନିଜ ସ୍ବାମୀଙ୍କୁ ଛାଡ଼ି ଭାରତ ଆସି ପ୍ରେମ ବିବାହ କରିଥିବା ସୀମା ହାଇଦର ୟୁଟ୍ୟୁବ ଜରିଆରେ ମାଲାମାଲ ହୋଇଛନ୍ତି। ପାକିସ୍ତାନରୁ ଭାରତ ଆସିବା ପରେ ସୀମାଙ୍କ କାହାଣୀ ଯେତେ ଆକର୍ଷଣୀୟ ଥିଲା, ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ସମାନ ଭାବରେ…

ସୀମା ଲଂଘିଲେ ସୀମା ହାଇଦର! ଜାଣନ୍ତୁ କୁଆଡେ ଗଲେ କାହାକୁ ଭେଟିଲେ

ନୂଆଦିଲ୍ଲୀ,୬।୯: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ସୀମା ହାଇଦର, ଯିଏ ଏପର୍ଯ୍ୟନ୍ତ ସଚିନ ମୀନାଙ୍କ ସହିତ ଗ୍ରେଟର ନୋଏଡା ଏବଂ ନୋଏଡାରେ ସୀମିତ ଥିଲେ, ଏଥର ସିଧାସଳଖ…

କାହିଁକି ଏତେ ରାଗିଲେ ସୀମା ହାଇଦରଙ୍କ ପୂର୍ବତନ ସ୍ବାମୀ? କାହା ଉପରକୁ ଉଠାଇଲେ ଚପଲ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୫: ଅପରେଶନ ସିନ୍ଦୂର ପରେ, ସୀମା ହାଇଦର ପୁଣି ଥରେ ଖବରକୁ ଆସିଛନ୍ତି। ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ଏପର୍ଯ୍ୟନ୍ତ ଅନେକ ଥର କିଛି ନା କିଛି ପ୍ରତିକ୍ରିୟା ଦେଇଛନ୍ତି। ଏବେ ଗୁଲାମଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ…

ମୁଁ ଭାରତର ବୋହୂ, ମୋତେ ଏଠି ରଖ: ମୋଦି-ଯୋଗୀଙ୍କୁ ଏମିତି କହି ନିବେଦନ କଲେ ସୀମା ହାଇଦର

ଲକ୍ଷ୍ନୌ,୨୬।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର କଠୋର ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନୀ ନାଗରିକଙ୍କ ଭିଜା ବାତିଲ କରିଛନ୍ତି। ଭାରତରେ ରହୁଥିବା ପାକିସ୍ତାନୀମାନଙ୍କୁ ଏବେ ଦେଶ ଛାଡି ପାକିସ୍ତାନ ଫେରିବାକୁ ପଡିବ। ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ସୀମା…

ପାକିସ୍ତାନ ଫେରିଯିବେ ସୀମା ହାଇଦର! ପାକିସ୍ତାନୀ ଭିସା ବାତିଲ ପରେ ଏବେ କ’ଣ ହେବ…

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସୀମା ହାଇଦରଙ୍କ ସ୍ବାମୀଙ୍କର ଏକ ନୂତନ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଗୁଲାମ ହାଇଦର ତାଙ୍କ ପତ୍ନୀ ସୀମା ହାଇଦର, ତାଙ୍କ ନୂଆ ସ୍ବାମୀ ସଚିନ ମୀନା ଏବଂ ଓକିଲ ଏପି ସିଂହଙ୍କୁ କଡ଼ା…

Video: ସୀମା-ସଚିନଙ୍କ ସମ୍ପର୍କରେ ଫାଟ! କାନ୍ଦିକି କହିଲେ, କ’ଣ ଭାବି ଆସିଥିଲି…

ଲକ୍ଷ୍ନୌ,୨୬।୨: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ହାଇଦର ଏବଂ ସଚିନ ମୀନା ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ କଣ୍ଟେଣ୍ଟ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ସୀମା ପାକିସ୍ତାନରୁ ଭାରତ ଆସିବା ପରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସୋସିଆଲ…

ରାମଙ୍କ ଭଜନ ଗାଇ ଚର୍ଚ୍ଚାରେ ସୀମା ହାଇଦର

ଲକ୍ଷ୍ନୌ,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିବେ। ଭକ୍ତମାନଙ୍କ ମଧ୍ୟରେ ରାମ ମନ୍ଦିରକୁ ବହୁତ ଉତ୍ସାହ ରହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri