ଏହି ହୋଟେଲରେ ରୁଟି ଖାଉଥିଲେ ସାବଧାନ! ଛେପ ପକାଇ କରୁଥିଲେ, ଭାଇରାଲ ହେଉଛି ଭିଡିଓ ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ତେଲିପଡ଼ାର ଶାଦାବ ଚିକେନ ଦରବାର ହୋଟେଲରେ ଏହି ଘଟଣା ଘଟିଥିବା…