ଇରାନକୁ ଇସ୍ରାଏଲ ଦେଲା ଜବରଦସ୍ତ ଝଟକା! ୫ ଦିନରେ ଦ୍ୱିତୀୟ CDS ମୃତ ଜେରୁଜେଲମ,୧୭।୬: ଇସ୍ରାଏଲୀ ସେନା ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଇରାନର ଶୀର୍ଷ ସେନା ଅଧିକାରୀ ଅଲି ଶାଦମାନୀଙ୍କୁ ହତ୍ୟା କରିଥିବା ସୂଚନା ଦେଇଛି। ଅଲି ଶାଦମାନୀ ଇରାନୀ ସେନାର ଜରୁରୀକାଳୀନ କମାଣ୍ଡର ଥିଲେ। ସମ୍ପ୍ରତି ତାଙ୍କୁ ସମଗ୍ର ସେନାର କମାଣ୍ଡ ଦିଆଯାଇଥିଲା,…