‘ଶେହବାଜ ସରିଫ ଚପରାଶି, ମୋଦି ସାହୁକାର’, SCO ବୈଠକର ଫଟୋ ଦେଖି କାହିଁକି ରାଗିଲେ ପାକିସ୍ତାନୀ ଏକ୍ସପର୍ଟ? ଜାଣନ୍ତୁ… ଇସଲାମାବାଦ,୨।୯: ଚାଇନାର ତିଆନଜିନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ ୨୦୨୫) ଶିଖର ସମ୍ମିଳନୀର ମଞ୍ଚରୁ ଆସିଥିବା ଫଟୋଗୁଡ଼ିକ ବିଷୟରେ ସାରା ବିଶ୍ୱ ଆଲୋଚନା କରୁଛି। ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ କେତେ ସମ୍ମାନ ମିଳୁଛି ସେ ବିଷୟରେ ପାକିସ୍ତାନରେ...