ଭୁବନେଶ୍ୱରରେ ୧୦୦ ଏକର ଜମିରେ ନିର୍ମାଣ ହେବ ସାଇନ୍ସ ସିଟି ଓ ମେଗା ବାୟୋଟେକ୍ନୋଲୋଜି ପାର୍କ ଭୁବନେଶ୍ୱର,୧୧ା୫: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ସାଇନ୍ସ ସିଟି ନିର୍ମାଣ କରିବେ। ଏହାର ସୂଚନା ଆଜି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି। “ରାଜ୍ୟ ସରକାର ଓଡ଼ିଶାରେ...