school bus accident in rourkela

ଡିଭାଇଡର ଉପରେ ଚଢ଼ିଗଲା ସ୍କୁଲ ବସ୍‌, ଏଥିରେ ଥିଲେ ୫୦ ଛାତ୍ରୀଛାତ୍ର

ରାଉରକେଲା,୨୦ା୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍‌ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦…

1 year ago