T20 World Cup 2026: ସ୍କଟଲାଣ୍ଡର ଏଣ୍ଟ୍ରି ପରେ ବଦଳିଗଲା ସେଡ୍ୟୁଲ, ଜାଣନ୍ତୁ କେବେ ଭାରତକୁ ଭେଟିବ ପାକସ୍ତାନ ନୂଆଦିଲ୍ଲୀ,୨୪।୧: ବାଂଲାଦେଶ ଏବେ ୨୦୨୬ ଟି୨୦ ବିଶ୍ୱକପରୁ ବାଦ ପଡ଼ିଛି। ସ୍କଟଲାଣ୍ଡ ଏହାର ସ୍ଥାନ ନେଇଛି। ଯଦି ବାଂଲାଦେଶୀ ଖେଳାଳିମାନେ ଭାରତ ଯାତ୍ରା କରନ୍ତି ତେବେ ICC BCB ଅଧିକାରୀମାନଙ୍କୁ ସେମାନଙ୍କର ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦଳ ସେମାନଙ୍କ ମ୍ୟାଚ…