ଗ୍ରାହକଙ୍କୁ ବଡ଼ ଝଟ୍କା ଦେଲା SBI: ପକେଟକୁ କରିବ ପ୍ରଭାବିତ ନୂଆଦିଲ୍ଲୀ,୧୬।୬: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏକ ବଡ଼ ଝଟକା ଦେଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ସମସ୍ତ ଅବଧିର FD ଏବଂ ସଞ୍ଚୟ ଖାତା ଉପରେ ସୁଧ ହାର ହ୍ରାସ କରିଛି। SBI ସମସ୍ତ ନିୟମିତ FD ଯୋଜନାର...