ଏସ୍ବିଆଇ ଡିଜିଟାଲ୍ ଇନ୍ଭଏସ୍ ପ୍ଲାଟ୍ଫର୍ମ
ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଷ୍ଟେଟ୍ ବ୍ୟାଙ୍କ ଅଫ୍୍ ଇଣ୍ଡିଆ ବା ଏସ୍ବିଆଇ)ର ନୂତନ ସେବା ‘ଡିଜିଟାଲ୍ ଇନ୍ଭଏସ୍ ପ୍ଲାଟଫର୍ମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଇନ୍ଭଏସ୍ ଫାଇନାନ୍ସ ପାଇଁ…


