SBI ଗ୍ରାହକଙ୍କ ପାଇଁ ବଡ଼ ଖବର, ଏସବୁ ପେମେଣ୍ଟରେ ଦେବେ ଅଧିକ ଚାର୍ଜ ନୂଆଦିଲ୍ଲି,୩୧।୧୦: SBI କାର୍ଡ ଏହାର ଫି ଷ୍ଟ୍ରକଚର ଏବଂ ଅନ୍ୟାନ୍ୟ ଚାର୍ଜର ସଂଶୋଧନ କରୁଛି। ଏହି ନୂଆ ନିୟମଗୁଡ଼ିକ ନଭେମ୍ବର 1, 2025 ରୁ କାର୍ଯ୍ୟକାରୀ ହେବ। SBI ନିଜ ବିବୃତ୍ତିରେ ସ୍ପଷ୍ଟ ଭାବରେ କହିଛି ଯେ ଅଧିକ ଚାର୍ଜ ଆଦାୟ…