‘ଦ ଲଲନଟପ୍’ରୁ ବିଦାୟ ନେଲେ ସୌରଭ ଦ୍ଵିବେଦୀ, ଆଗକୁ ଏଠାରେ ନଜର ଆସିବେ ନୂଆଦିଲ୍ଲୀ,୫ା୧: ଲୋକପ୍ରିୟ ସାମ୍ବାଦିକ ତଥା ‘ଦ ଲଲନଟପ୍’ (The Lallantop) ର ପ୍ରତିଷ୍ଠାତା ସମ୍ପାଦକ ସୌରଭ ଦ୍ଵିବେଦୀ ଇଣ୍ଡିଆ ଟୁଡେ ଗ୍ରୁପ୍ରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୧୨ ବର୍ଷର ସଫଳ ଯାତ୍ରା ପରେ ସେ ଏହି ସଂସ୍ଥାରୁ ଓହରି ଯାଉଥିବା ନେଇ…