ସୌଦି ଆରବ ପ୍ରିନ୍ସଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ! ୧୮୪୦୭ ଅବୈଧ ବିଦେଶୀଙ୍କୁ ପଠାଇଲେ ଜେଲ, ଜାଣନ୍ତୁ ଭାରତର ରହିଛନ୍ତି କେତେ ଆବୁଧାବି,୮।୪: ୨୦୨୫ ହଜ ପୂର୍ବରୁ ସୌଦି ଆରବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାରା ଦେଶରେ ଏକ ବ୍ୟାପକ ଅଭିଯାନ ଚଳାଇ, ବେଆଇନ ଭାବରେ ରହୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୌଦି ପ୍ରେସ ଏଜେନ୍ସି ରିପୋର୍ଟ ଅନୁଯାୟୀ,...