‘ସତ୍ସଙ୍ଗ ମଣିଷ ଭିତରେ ସକାରାତ୍ମକ ଭାବ ସୃଷ୍ଟି କରୁଛି’ ଭୁବନେଶ୍ୱର,୯ା୨(ବନ୍ଦନା ସେଠୀ): ସତ୍ସଙ୍ଗ ମଣିଷ ଭିତରେ ଏକ ସକାରାତ୍ମକ ଭାବ ସୃଷ୍ଟି କରିଚାଲିଛି। ଏହା ମଣିଷ ଭିତରେ ପାରସ୍ପରିକତା ବୃଦ୍ଧି କରୁଛି। ଭ୍ରାତୃଭାବ ସୃଷ୍ଟି ସହ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହେଉଛି ବୋଲି ପୂର୍ତ୍ତ, ଅବକାରୀ ଏବଂ ଆଇନ…