ଦିଗପହଣ୍ଡି ପଞ୍ଚାୟତ ସମିତିର ସଭାରେ ଯୋଗଦେଲେ ବିଧାୟକ, ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ନେଇ ସରପଞ୍ଚ-ସମିତିସଭ୍ୟଙ୍କ କ୍ଷୋଭ ଦିଗପହଣ୍ଡି, ୨୩|୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପଞ୍ଚାୟତ ସମିତିର ପରିବର୍ଦ୍ଧିତ ଆଲୋଚନା ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ଆୟୋଜିତ ସଭାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି…