ପୁଣି ମାତିଲେ ସାରଥି ବାବାଙ୍କ ଅନୁଗାମୀ; ଫଟୋରେ ଜଗନ୍ନାଥଙ୍କୁ ଛୋଟ… ଭୁବନେଶ୍ୱର,୧୪ା୩: ମହାପ୍ରଭୁ ଶ୍ରୀଜଗନ୍ନାଥ ଛୋଟ, ଭଣ୍ଡ ଅଭିଯୁକ୍ତ ସାରଥୀ ବାବାଙ୍କ ଅବତାର ବଡ଼। ଏହା ହେଉଛି କୋରାପୁଟ ଜିଲା ଜୟପୁରର ଦୃଶ୍ୟ। ବାବାଙ୍କର କିଛି ଭକ୍ତ ମହାପ୍ରଭୁଙ୍କ ଫଟୋକୁ ସାରଥୀଙ୍କ ଫଟୋ ତଳେ ରଖି ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ...