୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ତାମିଲନାଡୁ,୯।୫: ୬୬୬ କୋଟି ଟଙ୍କା ମୂଲ୍ୟର ସୁନା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ। ବୁଧବାର ତାମିଲନାଡୁର ଏରୋଡରେ ଏହି ଦୁର୍ଘଟଣାର ଘଟିଛି। ଘଟଣାରେ ଡ୍ରାଇଭର ଏବଂ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। 810 କିଲୋଗ୍ରାମ ସୁନା ଅଳଙ୍କାର ନେଇ ଟ୍ରକ କୋଏମ୍ବାଟୁରରୁ...