ପର୍ଯ୍ୟଟକଙ୍କ ନୂଆ ଠିକଣା ସାଞ୍ଜାପାଟା ଭିୟୁ, ହାତପାହାନ୍ତାରେ ସ୍ବର୍ଗ, ମନୋରମ ଦୃଶ୍ୟ ଦେଖି… ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ହିଲଭିୟୁ ପାର୍କରୁ ଆରମ୍ଭ କରି ମିଡିୟୁବାନ୍ଦା ଜଳପ୍ରପାତ ସମେତ କିସୁବାଡ଼ି ଜଳପ୍ରପାତ, ଲଭର୍ସ ପଏଣ୍ଟ ଆଦି ଅଞ୍ଚଳର ଲୋକଙ୍କ ଦ୍ୱାରା ଏକାଧିକ ଜଳପ୍ରପାତ ସମେତ ନୂଆ ନୂଆ ପର୍ଯ୍ୟଟନ କ୍ଷେତ୍ରଗୁଡିକର ଆବିଷ୍କାର...