ବାଲୁକାକଳା ଶିଖାଉଛନ୍ତି ସୁଦର୍ଶନ ପଟ୍ଟନାୟକ…ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆଡ୍ମିଶନ୍? ଭୁବନେଶ୍ୱର,୧୮।୭: ସ୍ୟାଣ୍ଡ ଆର୍ଟ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ। ସୁଦର୍ଶନ ପଟ୍ଟନାୟକ ବାଲିରେ କଳାକୃତି କରି ଏହାକୁ ବିଶ୍ୱବ୍ୟାପୀ ପ୍ରତିଷ୍ଠା ଦେଇଛନ୍ତି। ଯଦି ଆପଣ ମଧ୍ୟ ସ୍ୟାଣ୍ଡ ଆର୍ଟ ଶିଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କଠାରୁ ଶିଖିବାର ସୁଯୋଗ...