ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍ ମନା, ବ୍ୟବହାର କରିବେ ପୁରୁଷ ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍ ଫୋନ୍ ବ୍ୟବହାର କରିବେ। ବିଶ୍ୱର ଅନ୍ୟ ଦେଶଗୁଡ଼ିକ 6G ଆଡ଼କୁ ଦୌଡ଼ୁଥିବାବେଳେ ରାଜସ୍ଥାନର ଜଲୋର ଜିଲାର...