ଦିଲ୍ଲୀ ବିମାନ ବନ୍ଦରରୁ ମୋଦି-ପୁଟିନ ଗୋଟିଏ କାରରେ କଲେ ଯାତ୍ରା ନୂଆଦିଲ୍ଲୀ,୪ା୧୨: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ଗୁରୁବାର ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁଟିନ ଦିଲ୍ଲୀ ବିମାନ ବନ୍ଦରରୁ ଗୋଟିଏ ଅଫିସିଆଲ କାର୍ରେ ଏକାଠି ବାହାରିଥିଲେ।...