ଯେବେ ପ୍ରଥମଥର ସଲମାନଙ୍କ ଘରକୁ ଯାଇଥିଲେ କ୍ୟାଟ୍ରିନା, ଏମିତି ଅବସ୍ଥାରେ ଦେଖି ଦେଇଥିଲେ କ୍ୟାଟ୍ ମୁମ୍ବାଇ: ସଲମାନ ଖାନ ଏବଂ କାଟ୍ରିନା କୈଫ ପ୍ରାୟ ଅଧ ଡଜନ ଫିଲ୍ମରେ ଏକାଠି କାମ କରିଛନ୍ତି। ଦର୍ଶକମାନେ ବଡ଼ ପରଦାରେ ସେମାନଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି। ବାସ୍ତବ ଜୀବନରେ ମଧ୍ୟ ସେମାନେ ଅନେକ ବର୍ଷ ଧରି ଡେଟ କରିଥିଲେ।...