ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ
ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ ଉଲ୍ଲେଖନୀୟ ବୃଦ୍ଧି କରିଛି। BCCI ନିରନ୍ତର ଖେଳାଳିଙ୍କ ରୋଜଗାର ବୃଦ୍ଧି କରିଛି, ଯାହା ଅନ୍ୟ…
ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ ମୋ ଦରମାକୁ…
ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର ଏହାକୁ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ତେବେ ଏହି ବର୍ଦ୍ଧିତ…
ଅଷ୍ଟମ ବେତନ କମିଶନ ପରେ କେତେ ବଢ଼ିବ CJIଙ୍କ ଦରମା, ଜାଣନ୍ତୁ କ’ଣ ରହିଛି ଆଉ ସବୁ ସୁବିଧା…
ନୂଆଦିଲ୍ଲୀ,୨୪ା୧୧: ଦେଶର ନ୍ୟାୟିକ ବ୍ୟବସ୍ଥାରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପାଇଁ ଶପଥ…
ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ: ଏଣିକି ନାଇଟ୍ ଶିଫ୍ଟ କରିବେ ମହିଳା, ମିଳିବ ଦୁଇଗୁଣ ଦରମା
ନୂଆଦିଲ୍ଲୀ,୨୨ା୧୧: ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରୋଟି ନୂତନ ଲେବର କୋଡ୍ ବା ଶ୍ରମ ସଂହିତା କାର୍ଯ୍ୟକାରୀ ହୋଇଛି। ସରକାର କହିଛନ୍ତି,…
ଭାରତୀୟ ମହିଳା-ପୁରୁଷ କ୍ରିକେଟରଙ୍କୁ BCCI କେତେ ଦିଏ ଦରମା? ଅନ୍ତର ଜାଣିଲେ ଉଡିଯିବ ହୋସ୍
ନୂଆଦିଲ୍ଲୀ,୧।୧୧: ଭାରତୀୟ ପୁରୁଷ ଏବଂ ମହିଳା ଦଳ ଉଭୟ କ୍ରିକେଟ ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଭାରତୀୟ ପୁରୁଷ ଦଳ ୨୦୨୪ ଟି୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ଯେତେବେଳେ ଭାରତୀୟ ମହିଳା ଦଳ ୨୦୨୫ ମହିଳା ଏକଦିବସୀୟ…
କାହିଁକି ନିଜର ଦରମା ଦାନ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ
ଓ୍ବାଶିଂଟନ,୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ହ୍ବାଇଟ ହାଉସ ହିଷ୍ଟୋରିକାଲ ଆସୋସିଏସନର ନବୀକରଣ ପାଇଁ ତାଙ୍କର ଦରମା ଦାନ କରିଛନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି…
କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମାସେ ଭିତରେ ଯଦି…
ଭୁବନେଶ୍ୱର,୩୧ା୭: କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ମାସେ ଭିତରେ ସବୁ କଲେଜରେ ଆଇସିସି କମିଟି ଗଠନ କରାଯିବାକୁ ଟାର୍ଗେଟ୍ ରଖାଯାଇଛି। ଆଇସିସି କମିଟି ନ କଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ। ଯେଉଁମାନେ…
ବର୍ଦ୍ଧିତ ଦରମା ଦାବିରେ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ କର୍ମଚାରୀ
ବଲାଙ୍ଗୀର,୩ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଠିକା କର୍ମଚାରୀମାନେ ବର୍ଦ୍ଧିତ ଦରମା ଦାବି ନେଇ ଶନିବାର ମ୍ୟୁନିସିପାଲିଟି ଅଫିସ ଘେରାଉ କରିଛନ୍ତି। ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି କରିଥିଲେ ସୁଦ୍ଧା ବଲାଙ୍ଗୀର ମ୍ୟୁନିସିପାଲିଟି କର୍ମଚାରୀଙ୍କ ବର୍ଦ୍ଧିତ…
ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…
ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି। ସରକାରଙ୍କଠାରୁ ଦରମା ନେବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ପଞ୍ଚମ ସ୍ଥାନରେ ଅଛନ୍ତି। ପ୍ରଧାନ ବିଚାରପତି, ରାଜ୍ୟପାଳ,…
Archives


